ବନ୍ଦ ଘରୁ ତିନି ମୃତଦେହ ଉଦ୍ଧାର: ପତ୍ନୀ ଓ ଝିଅକୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା ସନ୍ଦେହ

ଛତ୍ରପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆଛତ୍ରପୁର ଗ୍ରାମର ଏକ ଘରୁ ବାପା ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତିମାନେ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଊର୍ମିଳା ଏବଂ ଯୁକ୍ତ ଦୁଇ ପଢୁଥିବା ସେମାନଙ୍କ କନ୍ୟା ସୁନୀତା। ସକାଳେ ଗାଁ’କୁ ପାଇପ୍‌ରେ ପାଣି ଆସୁ ନ ଥିଲା। କାହିଁକି ପାଣି ଆସୁନାହିଁ ବୋଲି କେତେକ ଲୋକ ଆଖପାଖରେ ଦେଖାଦେଖି କରୁଥିବା ବେଳେ … Continue reading ବନ୍ଦ ଘରୁ ତିନି ମୃତଦେହ ଉଦ୍ଧାର: ପତ୍ନୀ ଓ ଝିଅକୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା ସନ୍ଦେହ